ଗଣେଶ ଜୁଏଲାରୀରେ ଜିଏସ୍‌ଟି ବିଭାଗର ଚଢ଼ାଉ

ଜିଏସ୍‌ଟି ଟିକସ ଫାଙ୍କି ଥିବା ଅଭିଯୋଗରେ ପୁରୀ ବଡ଼ଦାଣ୍ଡସ୍ଥିତ ନାୟକ ପ୍ଲାଜାରେ ଥିବା ଗଣେଶ ଜୁଏଲାରୀରେ ଚଢ଼ାଉ କରିଛି ଜିଏସ୍‌ଟି ବିଭାଗ।

ଡେପୁଟି କମିଶନରଙ୍କ ନେତୃତ୍ବରେ ଟିମ ଚଢାଉ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes