ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ଦୁଇଦିନ ତଳେ ରାତିରେ ଦୁଇଜଣ ନାବାଳିକାଙ୍କୁ ହୋଇଥିବା ଗଣ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜିଆରପି ଗିରଫ କରିଥିବା ଜଣାପଡିଛି l
ଗିରଫ ଅଭିଯୁକ୍ତର ଘର କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes