ଗଞ୍ଜେଇ ବେପାରରେ ଲିପ୍ତ ଥିବା ତିନି ପୁଲିସ ନିଲମ୍ବିତ

ବୌଦ୍ଧ ଜିଲ୍ଲା ବାଘୁଆପଡା ଫାଣ୍ଡିର ଅଧିକାରୀ ଓ ଦୁଇ କନଷ୍ଟେବଳଙ୍କୁ ଗଞ୍ଜେଇ ବେପାରରେ ଲିପ୍ତ ରହିବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡିଛି l
ସେମାନେ ଗଞ୍ଜେଇ ବେପାରୀଙ୍କୁ ଛାଡିଦେବା ସହ ନିଜ ସରକାରୀ କ୍ୱାର୍ଟର୍ସରେ ଗଞ୍ଜେଇ ରଖିଥିବା ଅଭିଯୋଗ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes