ଗଞ୍ଜେଇ ଓ ବ୍ରାଉନସୁଗର ସହ ଛଅ ନିଶା ବେପାରୀ ଗିରଫ

ଭୁବନେଶ୍ୱରର ସହିଦନଗର ପୁଲିସ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ାଉ କରି 40 ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l
ସେହିପରି କନ୍ଧମାଳରୁ ଏକ କାରରେ ଚାଲାଣ ହେଉଥିବା ଏକ କ୍ୱିଣ୍ଟାଲ ଗଞ୍ଜେଇ ବାଣୀବିହାର ଛକରୁ ଜବତ ହୋଇଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes