ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

ପୁରୀରେ ଗଜପତିଙ୍କ ଶ୍ରୀନଅରରେ ଆଜି ପାଳିତ ହୋଇଛି ପବିତ୍ର ସୁନିଆଁ ଉତ୍ସବ l ଏହି ଅବସରରେ ଶ୍ରୀନଅରସ୍ଥିତ କନକଦୁର୍ଗା ମନ୍ଦିରରେ ବିଶେଷ ପୂଜାର୍ଚନା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes