ଗଛ ଉପୁଡ଼ି ପଡ଼ିବାରୁ ଭାଙ୍ଗିଲା ୫ ଘର; ୩ ଆହତ

ଗଜପତି ଜିଲ୍ଲା ଅଡ଼ବା ଥାନା ଗରଡମା ଗାଁରେ ଏହି ଘଟଣା ଘଟିଛି।

ବର୍ଷାରେ ଗଛ ଉପୁଡ଼ିଥିବା ସୂଚନା ମିଳିଛି। ଫଳରେ ଗଛପାଣିଗଣ୍ଡାରୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes