ଗଛରେ ପିଟି ହୋଇ ଓଲଟିଲା ୧୦୮ ଆମ୍ବୁଲାନ୍ସ; ୨ ମୃତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏଚ୍ ୨୬ ଜୁନାଗଡ଼ ଥାନା ମହିଚଲା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ରୋଗୀ ଓ ଆମ୍ବୁଲାନ୍ସ ଗାଡ଼ିର ହେଲପର୍ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଜୟପାଟଣା କପୁରମାଲ ଗାଁରୁ ରୋଗୀ ନେଇ ଭବାନୀପାଟଣା ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes