ଗଛରେ ପିଟି ହେଲା ବସ୍; ୧୫ ଯାତ୍ରୀ ଆହତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏସ୍.ଛନିକାରେ ଏହି ଦୁର୍ଘଟଣା ଘଟିଛି।

ବସଟି ବେଗୁନିଆପଡ଼ାରୁ ପୋଲସରା ଯାଉଥିଲା। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes