ଗଛରେ କାର ଧକ୍କା ଖାଇ 4 ମୃତ, ଜଣେ ଆହତ

ଶୁକ୍ରବାର ବିଳମ୍ବିତ ରାତିରେ ନବରଙ୍ଗପୁରରୁ ଉମରକୋଟ ଅଭିମୁଖେ ଏକ କାରରେ 5 ଜଣ ଯାଉଥିବା ବେଳେ ଡାବୁଗାଁ ନିକଟରେ କାରଟି ଗଛରେ ଧକ୍କା ଖାଇବାରୁ ଚାରିଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes