ଖୋଲୋ ଇଣ୍ଡିଆ ୟୁନିର୍ଭସିଟି ଗେମ୍ସରେ ଗୋଲ୍ଡ ଜିତିଲେ ଦୂତୀ

ଖୋଲୋ ଇଣ୍ଡିଆ ୟୁନିର୍ଭସିଟି ଗେମ୍ସରେ ମହିଳା ବର୍ଗରେ ୧୦୦ମିଟର ଦୌଡରେ ସୂର୍ଣ୍ଣ ପଦକ ଜିତିଛନ୍ତି ଅଲମ୍ପିଆନ ଦୂତୀ ଚାନ୍ଦ।

୧୧.୬୮ ମିନିଟରେ ୧୦୦ମିଟିର ଅତିକ୍ରମ କରି ଦୂତୀ ବିଜୟ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes