ଖୋର୍ଦ୍ଧା ଜିଲ୍ଲାରେ ଦିନକରେ 200 କରୋନା ଆକ୍ରାନ୍ତ ଚିହ୍ନଟ July 12, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ 200 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି l