ଖୋର୍ଦ୍ଧାରେ ଦିନକରେ ୯୧ କରୋନାରେ ଆକ୍ରାନ୍ତ August 6, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l