ଖେଳୁଥିବା ପିଲା ଉପରେ ଚଢ଼ିଗଲା ଅଟୋ

ମୟୁରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ତାଳଗାଁଠାରେ ଆଜି ଅପରାହ୍ନରେ ଜଣେ 13 ବର୍ଷର ପିଲା ଖେଳୁଥିବା ବେଳେ ଏକ ଦ୍ରୁତଗାମୀ ଅଟୋ ଧକ୍କାରେ ପ୍ରାଣ ହରାଇଥିବା ଗାଁ ଲୋକେ କହିଛନ୍ତି l

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes