ଖୁଣ୍ଟରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣାରେ ବିଦ୍ୟୁତ ବିଭାଗର ୨ କର୍ମଚାରୀ ନିଲମ୍ବିତ

ପୁରୀ ଜିଲ୍ଲା କୋଣାର୍କ ଗୋପ ବିଦ୍ୟୁତ ସେକ୍ସନ୍‌ର କେଉତୁଙ୍ଗାରେ ଖୁଣ୍ଟରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ବିଦ୍ୟୁତ ବିଭାଗର ୨ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ।

ନିମାପଡ଼ା ଏସ୍‌ଡିଓ ଏବଂ ଗୋପର କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes