ଖାଲ ଖମାରେ ଭର୍ତ୍ତି ବସ ଷ୍ଟାଣ୍ଡ; ଯାତ୍ରୀ ହୀନସ୍ଥା

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବସ ଷ୍ଟାଣ୍ଡ ଏବେ ଖାଲ ଖମାରେ ଭର୍ତ୍ତି ହେବ ସହିତ ପାଣି ଜମି ରହିଛି ।

ଯାହାକି ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ବାରିପଦା, କଟକ ଭୁବନେଶ୍ୱର, ପୁରୀ ଆଦି ଏହି ବସଷ୍ଟାଣ୍ଡରୁ ଯାତ୍ରୀ ବସ ଯୋଗେ ଯାତାୟାତ କରିଥାନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes