ଖାରବେଳ ନଗରରେ ହୋମିଓପାଥି ଦୋକାନରୁ ଲୁଟ

ଭୁବନେଶ୍ୱର ଖାରବେଳ ନଗରର ହୋମିଓପାଥି ଔଷଧ ଦୋକାନ ପଛ ପଟ ସଟର ଭାଙ୍ଗି ଲୁଟେରା ପଶି ପ୍ରାୟ ନଗଦ ୩ ଲକ୍ଷ ଟଙ୍କା ନେଇ ଯାଇଥିବା ଦୋକାନୀ କହିଛନ୍ତି।

ଲୁଟ ପରେ କ୍ୟାମେରାର ହାର୍ଡ ଡିସ୍କ୍‌ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ଘଟଣାସ୍ଥଳରେ ଖାରବେଳ ନଗର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes