ଖାଦ୍ଯ ଯୋଗାଣ ସକାଶେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଟେଣ୍ତର ଆହ୍ୱାନ

ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାରେ ଥିବା ବିଭିନ୍ନ ସି.ଏଚ.ସି/ପି.ଏଚ.ସି/ଡି.ଏଚ.ଏଚକୁ ସ୍ୱାଭାବିକ ଖାଦ୍ଯ ଯୋଗାଣ ସକାଶେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଟେଣ୍ତର ଆହ୍ୱାନ କରାଯାଇଛି।

ଆଶାୟୀ ଚଳିତ ଅପ୍ରେଲ ୨୫ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes