ଖବର ପ୍ରସାରଣ ପରେ ସଫେଇ ହେଲା ରାସ୍ତା

ଗତ ୧୦ ତାରିଖରେ ଓଡିଶା ଲୋକାଲରେ ସୁବଳୟା ଗିଙ୍ଗୀରାପଡା ରାସ୍ତାର ଶୋଚନୀୟ ଅବସ୍ଥା ଉପରେ ଖବର ପ୍ରସାରଣ ହେଲା ପରେ ଆଜି ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଛି ରାସ୍ତା ସଫେଇ କାର୍ଯ୍ୟ।

ତେଣୁ ସରପଞ୍ଚଙ୍କୁ ସାଧୁବାଦ ଜଣେଇଛନ୍ତି ପଡା ବାସିନ୍ଦା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes