ଖବର ପ୍ରକାଶ ପରେ ସଜଡାଗଲା ନଳକୂପ

କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପ୍ରାଣୀ ଚକିତ୍ସାଳୟର ନଳକୂପ ଅଚଳାବସ୍ଥା ଉପରେ ‘ଓଡିଶା ଲୋକାଲ’ରେ ଖବର ପ୍ରକାଶ ପରେ ସଜଡ଼ା ଯାଇଛି ନଳକୂପ।

ତେଣୁ ‘ଓଡିଶା ଲୋକାଲ’କୁ ସାଧୁବାଦ ଜଣେଇଛନ୍ତି ଗ୍ରାମବାସୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes