ଖବର କାଗଜ ବିତରକୁ ମିଳିଲା ପରିଚୟ ପତ୍ର

ଆଜି ବୌଦ୍ଧ ଟାଉନ ହଲ ଠାରେ ଖବର କାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes