ଖବରକାଗଜ ହକରଙ୍କୁ ପରିଚୟପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଖବରକାଗଜ ହକରଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ, ଓଡ଼ିଶା ସରକାର ଖବର କାଗଜ ବିତରକମାନଙ୍କ ପାଇଁ କିଛି ଦିନ ତଳେ ଏକ ସ୍ବତନ୍ତ୍ର ଯୋଜନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes