ଖନ୍ତାପଡା ଥାନା ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

ମୃତକ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡାର ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆଠ ଦିନ ତଳେ ଗାଁର ୪ ଜଣ ଯୁବକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଗତକାଲି ନିଖୋଜ ନେଇ ପରିବାର ଲୋକେ ଏତଲା କରିଥିଲେ। ସକାଳେ ମୃତଦେହ ମିଳିଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଏନ୍ଏଚ-୧୬ ଅବରୋଧ କରିଛନ୍ତି ପରିବାର ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes