ଖଣ୍ଡଗିରି ଅଞ୍ଚଳରେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ କ୍ରିଷ୍ଣା ଗାର୍ଡେନ ବି-୧ରେ ଘରେ କେହି ନଥିବାର ସୁଯୋଗ ନେଇ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘରର ପଛପଟ ଗ୍ରୀଲ ତାଡି ଆଲମୀରାରୁ ସୁନାଗହଣା ଲୁଟ ହୋଇଛି। ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes