କ୍ୟାମ୍ପରୁ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

କଟକ ନିଶ୍ଚିନ୍ତକୋଇଲି ଥାନା ଜିଗ୍ନିପୁର କ୍ୟାମ୍ପରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ କନଷ୍ଟେବଲ ହେଡକ୍ୱାର୍ଟରରେ କାର୍ଯ୍ୟରତ ଶ୍ରୀନିବାସ ରାଉତ। ସେ ମାହାଙ୍ଗା ମହୋତ୍ସବରୁ ଡ୍ୟୁଟି ସାରି କ୍ୟାମ୍ପକୁ ଆସିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes