କ୍ୟାମେରାରେ କଏଦ୍ ହେଲା ବାଘ

ନୂଆପଡ଼ା ଜିଲ୍ଲା ଜଳମଡ଼ାଇ ଗାଁରେ ଲଗାଯାଇଥିବା କ୍ୟାମେରାରେ ମିଳିଛି ବାଘ ଫଟୋ।

କଲରାପତରିଆ ବନବିଭାଗ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି। ଜଣେ ବୃଦ୍ଧାଙ୍କୁ ବାଘ ମାରିବା ପରେ ଗାଁରେ ୧୩ଟି କ୍ୟାମେରା ଲଗାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes