କ୍ୟାବିନେଟ ନିଷ୍ପତ୍ତି : ମିଶନ ଶକ୍ତି ପାଇଁ ୪୯୭୩ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଆସନ୍ତା ପାଞ୍ଚ ବର୍ଷରେ ମିଶନ ଶକ୍ତି ମହିଳାଙ୍କ ପାଇଁ 4973 କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି l
ମିଶନ ଶକ୍ତି ମହିଳା ଗୋଷ୍ଠୀକୁ 50 ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମିଳିବ l ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ 500 ବଜାର ସୃଷ୍ଟି କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes