ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକରେ ଭାଗ ନେବା ସହ ଏହି ଅବସରରେ ବିକାଶ ଏବଂ ସେବା ଆଧାରିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତି ନିଆଯାଇଥିବା ସୁଚନା ମିଳିଛି।
ଏହି ବୈଠକରେ ଜିଲ୍ଲପାଳ, ହସ୍ପିଟାଲ ନିର୍ଦେଶକ, ବିଧାୟକ, ମେୟର, ସମସ୍ତ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ l