କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଛାତିରେ ଯନ୍ତ୍ରଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଭୁଲ ଇଞ୍ଜେକସନ ଦେବାରୁ ମୃତ୍ୟୁ ହୋଇଥିବା ରୋଗୀର ସଂପର୍କୀୟ ଅଭିଯୋଗ କରିଛନ୍ତି।

ମୃତକ ଧଉଳି କୁମାରଡିହ ଗାଁର ବୋଲି ସୁଚନା ମିଳିଛି। ଏ ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes