କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତାଙ୍କ ପ୍ରଚାରପତ୍ର ବଣ୍ଟନ

ଅନୁଗୁଳ ଜିଲ୍ଲା ତାଳଚେର ମେଡ଼ିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଆସନ୍ତା ଜୁଲାଇ ୪ରୁ ହେବାକୁ ଥିବା ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ତାଳଚେରର ସାପ୍ତାହିକ (ଶନିବାର) ହାଟରେ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତା ପ୍ରଚାରପତ୍ର ବଣ୍ଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes