କୋଶଳ କଳା ମଣ୍ଡଳ ପଡିଆରେ ଆଜି ଠାରୁ ୭ ଦିନିଆ ପୁସ୍ତକ ମେଳା ଆରମ୍ଭ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଲେଖକ ପରିଷଦ,ବଲାଙ୍ଗୀରର ମିଳିତ ଆୟୋଜନରେ ଆଜି ଠାରୁ ବଲାଙ୍ଗିରରେ ଆରମ୍ଭ ହେଉଛି ଜିଲ୍ଲାସ୍ତରୀୟ ପୁସ୍ତକ ମେଳା l

ଆଜି ଠାରୁ ଆସନ୍ତା ମାର୍ଚ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ୭ ଦିନ ବ୍ୟାପୀ ଏହି ପୁସ୍ତକ ମେଳା ପ୍ରତିଦିନ ଅପରାହ୍ନ ୨ ଘଣ୍ଟା ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes