କୋରାପୁଟ ଜିଲ୍ଲା ପାତ୍ରପୁର ନିକଟ ବ୍ରିଟିଶ ବ୍ରିଜ୍ ଉପରେ ବୁଲେଟ ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି।
ଫଳରେ ବୁଲେଟରେ ଯାଉଥିବା ଜଣେ ସୁରକ୍ଷିତ ଥିବାବେଳେ ଅନ୍ୟ ଜଣେ ନଦୀକୁ ଖସି ନିଖୋଜ ଅଛନ୍ତି। ବୁଲେଟ୍ରେ ବିଶାଖାପାଟଣାରୁ ଚିତ୍ରକୂଟ ଗଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
Credible Local News of Odisha