କୋଲକାତା ଫିଲ୍ମ ଫେଷ୍ଟିଭାଲରେ ମାଇଣ୍ଡଗେମ ପ୍ରଦର୍ଶିତ ହେଲା

27ତମ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା ବହୁ ଚର୍ଚ୍ଚିତ ପାଟଣାଗଡ ଘଟଣା ଉପରେ ଆଧାରିତ ଫିଲ୍ମ ମାଇଣ୍ଡଗେମ୍ l ଏଥିରେ ପ୍ରଯୋଜକ ଶ୍ରୀଧର ମାର୍ଥା, ନିର୍ଦ୍ଦେଶକ ରାଜେଶ ଟଚରିଭର ଏବଂ ଅଭିନେତା ମନୋଜ ମିଶ୍ର ଉପସ୍ଥିତ ଥିଲେ l

ଫିଲ୍ମ ଟି ବହୁ ପ୍ରତୀକ୍ଷା ପରେ ପ୍ରଦର୍ଶିତ ହେଉଥିବାରୁ କୋଲକାତାରେ ଥିବା ସିନେ ପ୍ରେମୀଙ୍କୁ ଦେଖିବାକୁ ନିମଂତ୍ରଣ କରିଥିଲେ ମନୋଜ l ଫିଲ୍ମ ପ୍ରଦର୍ଶିତ ହେବା ପରେ ସମସ୍ତେ ମନୋଜଙ୍କ ସହ ସେଲ୍ଫି ନେଵା ସହ ପ୍ରଶଂସା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes