କୋର୍ଟର ଅବସରପ୍ରାପ୍ତ କିରାଣୀଙ୍କ ପରଲୋକ

ବଲାଙ୍ଗିର ସହରର ସିଭିଲ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ସୌମିତ୍ରୀ ବଡପଣ୍ଡାଙ୍କ(୬୬) ଆଜି ହୃଦଘାତରେ ପରଲୋକ ଘଟିଛି।

ସେ ଜଣେ ମେଳାପୀ ତଥା ପରୋପକାରୀ ବ୍ଯକ୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes