କୋଇଲାଖଣି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ବଳରାମ ଟାଉନସିପ ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଗତ ରାତିରେ ଉଦ୍ଧାର ହୋଇଛି।

ମୃତବ୍ୟକ୍ତି ସୋଲଡା ଗ୍ରାମର ସୁବ୍ରତ ସାହୁ ଓ ସେ ଲିଙ୍ଗରାଜ କୋଇଲାଖଣିର କର୍ମଚାରୀ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes