କୋଇଡ଼ା ବିଡିଓଙ୍କ ବଦଳି ଦାବିରେ ବ୍ଲକ ଅଫିସ୍‌ ଘେରାଉ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବିଡିଓଙ୍କ ବଦଳି ଦାବିରେ ବିଶାଳ ରାଲିରେ ଆସି ବ୍ଲକ ଅଫିସ ଘେରାଉ କରିଛି ବାମପନ୍ଥୀ।

ପ୍ରାୟ ୫ ହଜାର କର୍ମୀ ରାଲିରେ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes