କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ରାହ୍ମଣ ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ଆଜି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଟିତ ହୋଇଥିଲା ।
ଏଥିରେ ଜିଲ୍ଲା ପଦାଧିକାରୀ ଯୋଗଦେଇ ସମାଜର ଉନ୍ନତି ଦିଗରେ ଆଲୋକପାତ କରିଥିଲେ ।ପରେ ନୂତନ କମିଟି ଚୟନ ହୋଇଥିଲା ବ୍ଳକ ସଭାପତି ଭାବେ ପ୍ରଦୀପ କୁମାର ରଥ, ଉପ ସଭାପତି ବସନ୍ତ ପୁରୋହିତ,ପର୍ଶୁରାମ ପାଢ଼ୀ,ସାଧାରଣ ସମ୍ପାଦକ ଲଳିତ କୁମାର ଶର୍ମା ମନୋନୀତ ହୋଇଥିଲେ।