କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପେଣ୍ଟିଂ ପ୍ରତିଯୋଗିତା

ବରଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

ସ୍କୁଲର ପ୍ରିନ୍ସିପାଲ ଚାନ୍ଦ ସାର୍ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲିଖିତ ପୁସ୍ତକ ପରୀକ୍ଷା ଯୋଦ୍ଧା ଉପରେ ଆଧାରିତ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes