କଟକ ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨୮ ବର୍ଷିୟ ପିଣ୍ଟୁ ଖାନଙ୍କ ମୃତ୍ୟୁ ଘଟିଛି।
ପୂର୍ବରୁ ବାଣୁଆର ମୃତ୍ୟୁ ଘଟିଥିଲା। ଏବେ ମୃତ୍ୟୁସଂଖ୍ୟା ୨କୁ ବଢ଼ିଛି।
ଏବେ ବି ୧୦ ଗୁରୁତରଙ୍କର ଚିକିତ୍ସା ଆଇସିୟୁରେ ଚାଲିଛି। କାର୍ତ୍ତିକେଶ୍ୱର ଭସାଣ ଶୋଭାଯାତ୍ରାରେ ବାଣ ଫୁଟି ୪୦ ଆହତ ହୋଇଥିଲେ।