କେନ୍ଦ୍ରାପଡ଼ା ଅଭିମୁଖେ ୨ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନୀତିଶ ପ୍ରାମାଣିକ ଆଜି ଭୁବନେଶ୍ବରେ ପହଞ୍ଚିବା ପରେ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଛନ୍ତି।

ସେମାନେ କେନ୍ଦ୍ର ଯୋଜନାର ରୂପାୟନ ନେଇ ଅନୁଧ୍ୟାନ କରିବା ସହ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes