କେନ୍ଦୁଝର ଆସିବେ ଅପରାଜିତା, ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆସନ୍ତା ଏପ୍ରିଲ୯ ରେ ଓଡ଼ିଶାର ଲୋକପ୍ରିୟ ସାଂସଦ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ତଥା ଆନ୍ତର୍ଜାତୀୟ ସାଂସଦୀୟ ସଂଘର କାର୍ଯ୍ୟକାରୀ ସଦସ୍ୟା ଅପରାଜିତା ଷଡ଼ଙ୍ଗୀଙ୍କ ଆଗମନରେ ବଡ଼ବିଲରେ ପଦଯାତ୍ରା ଓ ବଲାଣୀ ଠାରେ ବିଶାଳ ଶ୍ରମିକ ସମାବେଶ ହେବାକୁ ଯାଉଛି।

ଉପରୋକ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବଲାଣୀ ଠାରେ କମଳାପତି ଯାଦବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାଜପା ବରିଷ୍ଠ ନେତା ଜୀବନ ସାହୁ, ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲ୍ଲିକ ଓ ବଡ଼ବିଲ ନଗର ଭାଜପା ସଭାପତି ବାବୁଲା ସାହୁ ଭଦ୍ରାସାହି ମଣ୍ଡଳର ସଭାପତି ସତ୍ୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes