କେନ୍ଦୁଝରର ସର୍ବୋଚ୍ଚ ରଥ ପାଇଁ ଆକର୍ଷଣୀୟ ପଥ ପ୍ରସ୍ତୁତ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଘୋଷ ଯାତ୍ରା ଅବସରରେ ସର୍ବୋଚ୍ଚ ରଥ ଓ ରୂପାନ୍ତରିତ ପଥ ପ୍ରସ୍ତୁତ ହୋଇଛି।

କିଛି ସମୟ ପରେ ପହଣ୍ଡି ପରେ ଶ୍ରୀଜିଉଙ୍କୁ ରଥାରୂଢ଼ ହେବେ ଏବଂ ଭକ୍ତମାନେ ଶିଆଳି ଦଉଡ଼ିରେ ରଥକୁ ଗୁଣ୍ଡିଚା ମନ୍ଦିରକୁ ଟାଣି ନେବେ।ଭକ୍ତ, ପହାଣ୍ଡିଆ ତଥା ସେବାୟତ ପ୍ରସ୍ତୁତ। ଧିରେଧିରେ ବଡ ଦାଣ୍ଡ ଲୋକାରଣ୍ୟ ହେବାକୁ ଲାଗିଛି। ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes