କେନ୍ଦୁଝରରେ ସମ୍ପର୍କ ପକ୍ଷରୁ ପଣା ବଣ୍ଟନ

କେନ୍ଦୁଝରରେ ଓକିଲ ଓ ଯୁବ ଗୋଷ୍ଠୀମାନଙ୍କୁ ନେଇ ଗଠିତ ସଂପର୍କ ସଂଗଠନ ପକ୍ଷରୁ ପବିତ୍ର ପଣାସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲା ଜଜ କୋର୍ଟ ନିକଟରେ ପଣା ବଣ୍ଟନ କରାଯାଇଛି ।

ଖରାରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଏହି ପଣା ବଣ୍ଟନ କରାଯାଇଥିବା ବରିଷ୍ଠ ଆଇନଜୀବି ରବିନ୍ଦ୍ର ସେଠୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes