କେନାଲକୁ ଖସି ପଡିଲା ବରଯାତ୍ରୀ ଗାଡି, 6 ମୃତ

ସମ୍ବଲପୁର ଜିଲ୍ଲାର ପରମାଣପୁର ନୂଆମୁଣ୍ଡା ଶାସନ କେନାଲକୁ ଗତକାଲି ରାତିରେ ଏକ ବରଯାତ୍ରୀ ଖସି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡ଼ଧରା ଗ୍ରାମରୁ ଏହି ବରଯାତ୍ରୀ ଦଳ ଆସିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes