କୃଷ୍ଣଚନ୍ଦ୍ର ହେଲେ ସିନ୍ଦୂରପୁର ପେକ୍ସ ସଭାପତି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅଧିନସ୍ଥ ସିନ୍ଦୂରପୁର ସେବା ସମବାୟ ସମିତିର ସଭାପତି ଭାବେ ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ସଂଗଠକ କୃଷ୍ଣଚନ୍ଦ୍ର ପଣ୍ଡା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।

ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି ।କୃଷି ଓ କୃଷକର ଉନ୍ନତି ପାଇଁ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes