କୃତାର୍ଥ ସମବାୟ କେନ୍ଦ୍ର ତରଫରୁ ତାଲିମ ଶିବିର ଅନୁଷ୍ଠିତ

ବିନିକା ବ୍ଳକ ମହଦା ପଞ୍ଚାୟତ ସିଆଲି କଲ୍ୟାଣ ମଣ୍ଡପ ଠାରେ ଆଜି ବରଗଡ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ର ଆନୁକୂଲ୍ୟରେ ସୋନପୁର ସହକାରୀ ନିବନ୍ଧକ ପରିସରଭୁକ୍ତ ମହଦା,ଶିଲାଟି,ଶଙ୍କରା ପ୍ରଥମିକ କୃଷି ସମବାୟ ସମିତିର ନବନିର୍ବାଚିତ ସଭାପତି,ଉପସଭାପତି ଓ ନିର୍ଦ୍ଦେଶକ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ସମବାୟ ପରିଚାଳନା କେନ୍ଦ୍ରର ଅଧ୍ୟାପକ ତଥା କାର୍ଯ୍ୟକ୍ରମ ସଂଯୋଜକ ସୁଦିପ କୁମାର ରଥ ଏହାକୁ ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes