କୁଳଡିହା ହାତୀ ମୃତ୍ୟୁ: ୨ ଦାନ୍ତ ଜବତ

ବାଲେଶ୍ଵର ଜିଲ୍ଲା କୁଳଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ ଘଟଣାରେ ମୃତ ଦନ୍ତାର ୨ଟି ଦାନ୍ତକୁ ଜବତ କରିଥିବା କହିଛନ୍ତି ଆରସିସିଏଫ।

ପ୍ରାୟ ୧୫ ଦିନ ତଳୁ ହାତୀର ମୃତ୍ୟୁ ଘଟିଥିଲା। ଯେଉଁଠୁ ଜବତ କରିଛୁ, ସେହି ଲୋକ ଏବେ ଫେରାର ରହିଛି,‌ ହାତୀର ମୃତ୍ୟୁ କିପରି ହୋଇଛି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ,‌ ପାଟ୍ରୋଲିଂ ଠିକ୍‌ ନ ଥିବାରୁ ୧୫ ଦିନ ପରେ ହାତୀ ମୃତ୍ୟୁ ଜଣାପଡ଼ିଲା ବୋଲି କହିଛନ୍ତି ଆରସିସିଏଫ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes