କୁଲୁଣ୍ଡାରେ ଚାଲିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

କୁଲୁଣ୍ଡାରେ ୧୪/୩।୨୩ରୁ ନାମ ଯଜ୍ଞ ଆରମ୍ଭ ହୋଇ ୧୯ / ୩/୨୩ରେ ପୂର୍ଣ୍ଣାହୂତି ହେବ। ପୂର୍ଣାହୁତି ଦିନ ସାମିଲ ହେବାକୁ ଥିବା ଦଳଗୁଡ଼ିକ ହେଲା- ଦେବାହାଲ .ଡଙ୍ଗରଲା . ମହୁଳପାଲି, ଟୁକୁରା , ଭେଡେନ ,ଅଡଗାଁ ଏବଂ ସହ ଯୋଗୀ ଦଳ ଗୁଡ଼ିକ ହେଲେ ଅତାବିରା, ପଲସାପାଲି,ଜାମଟିକ୍ରା . ବାଞ୍ଜିପାର୍ଲି,ବାବେବିରା, ଡୁମ୍ବେର ପାଲି,ବନହର, ପରମାଣ ପୂର, ସିଂହ ପାଲି ସାମିଲ ହେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes