କୁତ୍ରା ଯାନ ଯୋଗାଣ ଟେଣ୍ତରର ଆଜି ଶେଷ ଦିନ

ସୁନ୍ଦରଗଡ ଜିଲ୍ଲା କୁତ୍ରା ପଞ୍ଚାୟତ ସମିତିକୁ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଏଥି ପାଇଁ ବିଡ ଆବେଦନର ଶେଷ ସୀମା ଆଜି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes