ଆଜି କୁଡୁମୀ ସେନାର ପ୍ରତିଷ୍ଠାତା ତଥା କୁଡୁମୀ ସେନାର ରାଜ୍ୟ ସଭାପତି ଶ୍ରୀ ଜୈୟମୁନୀ ମହାନ୍ତଙ୍କର ମା’ଙ୍କ ଦେହାନ୍ତ ଘଟିଛି।
ଏହି ଦୁଃଖଦ ଖବର ପାଇଲା ପରେ ସମଗ୍ର କୁଡୁମୀ ସମାଜରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅମର ଆତ୍ମାର ସତ୍ ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ସମସ୍ତ କୁଡୁମୀ ସମାଜ ପ୍ରାର୍ଥନା କରିଛନ୍ତି।