କୁଟାସିଂହା ଚମରାପଡା ଠାରେ ଲଷ୍ମୀପୂଜା ଅନୁଷ୍ଠିତ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ଚମରା ପଡା ଠାରେ ମହାସମାରୋହରେ ଲଷ୍ମୀପୂଜା ଅନୁଷ୍ଠିତ l

କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ଶୁକ୍ରୁ ସୁନା ସଭାପତି ନିରଞ୍ଜନ ସୁନା ,ସଂପାଦକ କିଶୋର ସୁନା କୋଷାଧ୍ୟକ୍ଷ ପ୍ରକାଶ ସୁନା ସମେତ ସମସ୍ତ କମିଟି ସଭ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes